Odisha Link
Bridging the Missing Links in Odisha
Browsing Tag

Migrant Worker

ଅନୁଗୁଳ: ପ୍ରବାସୀ ଓଡ଼ିଆଙ୍କୁ ନେଇ…

ଅନୁଗୁଳ: ରାଜ୍ୟରେ ପୁଣି ଥରେ ଆଜି ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ। ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଏକ ଭ୍ୟାନ୍‌ ଅନୁଗୁଳ ଜିଲ୍ଲା ଠାକୁରଗଡ଼ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଡ୍ରାଇଭର ଓ ୧୪ଜଣ ଶ୍ରମିକ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି…

‘ପ୍ରତ୍ୟେକ ଗରିବ ଓ ପ୍ରବାସୀ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌କୁ ପ୍ରତିହତ କରିବା ପାଇଁ ସାରା ଦେଶ ଲକ୍‌ଡାଉନ୍। ଏଥିସହିତ ଆଜିଠୁ ସାରା ଦେଶରେ ଲକ୍‌ଡାଉନ୍‌ ୩.୦ ଆରମ୍ଭ ହୋଇଛି। ଲକ୍‌ଡାଉନ୍‌ ପାଇଁ ଦେଶର ବିଭିନ୍ନ ରାଜ୍ୟରେ ଲକ୍ଷାଧିକ ପ୍ରବାସୀ ଶ୍ରମିକ ଫସି ରହିଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ ଫସୀ ରହିଥିବା ପ୍ରବାସୀ…

ବିନା ପଞ୍ଜିକରଣରେ ଓଡ଼ିଶା ମନା

ଭୁବନେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ଲକ୍‌ଡାଉନ୍। ୩ ମେ' ପର୍ଯ୍ୟନ୍ତ ସାରାଦେଶ ଲକ୍‌ଡାଉନ୍। ଲକ୍‌ଡାଉନ୍ ହଟିବା ପରେ ଓଡ଼ିଶା ଫେରିବେ ବାହାରେ ଫସିଥିବା ଓଡ଼ିଆ। ଲକ୍‌ଡାଉନ୍‌ ପାଇଁ ରାଜ୍ୟ ବାହାରେ ଅନେକ ଶ୍ରମିକ ଫସିରହିଛନ୍ତି। ତେଣୁ ଓଡ଼ିଶା ବାହାରୁ ଓଡ଼ିଆଙ୍କୁ ଆଣିବାକୁ…