Odisha Link
Bridging the Missing Links in Odisha
Browsing Tag

misbehave

ହୋଟେଲରେ ଅସଦାଚରଣ!

ଭୁବନେଶ୍ବର: ବଙ୍ଗୀୟ ମହିଳାଙ୍କୁ ଅସଦାଚରଣ। ଲକ୍ଷ୍ମୀସାଗର ଅଞ୍ଚଳର ଏକ ହୋଟଲରେ ମହିଳା ଜଣଙ୍କୁ ଅସସାଚରଣ କରାଯାଛି। ଏନେଇ ଲକ୍ଷ୍ମୀସାଗର ଥାନରେ ଏତଲା ଦେଇଛନ୍ତି ଉକ୍ତ ମହିଳା। ଏହି ଅଧାରରେ ଲକ୍ଷ୍ମୀସାଗର ଥାନା ପୋଲିସ ହୋଟେଲର ମ୍ୟାନେଜର ଓ କର୍ମଚାରୀଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି।

ମହିଳା ସହକର୍ମୀଙ୍କୁ ଅସଦାଚରଣ

ଭୁବନେଶ୍ବର: ଆମ୍ବୁଲାନ୍ସ ସେବା ଯୋଗାଉଥିବା ଏକ ସଂସ୍ଥାର ୩ଜଣ ଉଚ୍ଚପଦସ୍ଥ ଅଧିକାରୀ ଅଫିସ୍‌ରେ ମହିଳା ସହକର୍ମୀଙ୍କୁ ଅସଦାଚରଣ କରିବା ମାମଲା ସାମ୍ନାକୁ ଆସିଛି। ଅଫିସ୍‌ରେ କେହି ନଥିବା ସମୟରେ ଉପରିସ୍ଥ ଅଧିକାରୀ ଚାମ୍ବରକୁ ଡାକି ଅଶ୍ଳୀଳ ମନ୍ତବ୍ୟ ଦେଉଥିବା ସହ କଥା ନ ମାନିଲେ ଚାକିରି ଯିବାର ଧମକ…