ଓଡ଼ିଶା ବିଧାନସଭା ହେବ ଅତ୍ୟାଧୁନିକ
ଭୁବନେଶ୍ବର: ଆଗାମୀ ଦିନରେ ଭାରତର ସବୁଠାରୁ ଆଧୁନିକ ବିଧାନସଭା ଓଡ଼ିଶା ବିଧାନସଭା ହେବ। ଏପରି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଓଡ଼ିଶା ବିଧାନସଭାକୁ ଅତ୍ୟାଧୁନିକ କରିବା ପାଇଁ ସମସ୍ତ ପ୍ରୟାସ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଥିଲାଗି ୪୦୦ କୋଟି ଟଙ୍କା…