ସାଂସଦ ସଞ୍ଜୟ ସିଂଙ୍କୁ କାଳି ମାଡ଼
ଲକ୍ଷ୍ନୌ: ହାଥରାସ ଘଟଣାକୁ ନେଇ କ୍ରମାଗତ ରାଜନୈତିକ ଆନ୍ଦୋଳନ ଚାଲିଛି। ତେବେ ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂ ପୀଡିତାଙ୍କ ପରିବାରକୁ ଭେଟିଥିଲେ।
ସଞ୍ଜୟ ସିଂ ପରିବାରକୁ ଭେଟିବା ପରେ କହିଛନ୍ତି, ପରିବାର ସଦସ୍ୟ ଭୟଭୀତ ଅଛନ୍ତି। ସିବିଆଇ ତଦନ୍ତକୁ ନେଇ ସେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି।…