ଜନସଚେତନତା ଦ୍ୱାରା ଖାଦ୍ୟ ସୁରକ୍ଷା…
ଭୁବନେଶ୍ୱର : ରାଜ୍ୟରେ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ସହ ପୁଷ୍ଟିକର ଖାଦ୍ୟ ଉପରେ ଗୁରୁତ୍ୱ ଦେବା ଦ୍ୱାରା ଅପପୁଷ୍ଟିକୁ ଦୂର କରାଯାଇ ପାରିବ ବୋଲି ଭାରତ ସରକାରଙ୍କ ଫୁଡ୍ ସେଫଫି ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଅଥରିଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷା ରିତା ତିଓତିଆ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…