Odisha Link
Bridging the Missing Links in Odisha
Browsing Tag

nationwide strike

ଆଜି ଭାରତ ବନ୍ଦ

ଭୁବନେଶ୍ୱର: ଆଜି ଭାରତ ବନ୍ଦ। କେନ୍ଦ୍ରର ଶ୍ରମ ଆଇନ ଏବଂ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆଜି ସକାଳ ୬ରୁ ୨୪ ଘଣ୍ଟିଆ ଦେଶବ୍ୟାପୀ ଚକ ଅଖ ବନ୍ଦ ଡାକରା ଦେଇଛନ୍ତି ୧୦ଟି ଟ୍ରେଡ୍ ୟୁନିୟନ ଓ ୫୬ଟି କେନ୍ଦ୍ରୀୟ ଫେଡେରେସନ। ଟ୍ରେଡ୍ ୟୁନିୟନ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରାକୁ ବାମ ଦଳ ସମେତ କଂଗ୍ରେସ…