ଜାପାନରେ ଫସିରହିଛନ୍ତି ଓଡିଆ ଯୁବକ
ନୂଆଦିଲ୍ଲୀ: କରୋନା ଭାଇରସ୍ର ଏନ୍ତୁଡିଶାଳ ଜନାପାନରେ ଫସି ରହିଛନ୍ତି ଓଡିଆ ଯୁବକ। ଜାପାନର ୟକୋହମା ଜାହାଜରେ ଫସିରହିଛନ୍ତି ଓଡିଆ ଯୁବ ଇଞ୍ଜିନିୟର। ୧୪ ଦିନ ହେଲା ଜାହାଜରେ ଫସିରହିଛନ୍ତି ୧୬୦ ଭାରତୀୟ। ଏମାନଙ୍କ ମଧ୍ୟରେ ବ୍ରହ୍ମପୁରର ଜଣେ ଯୁବ ଇଞ୍ଜିନିୟର ଅଛନ୍ତି। ବ୍ରହ୍ମପୁର ପନ୍ଦରା ସାହରା ସାହିର…