ଘୁଞ୍ଚାଯାଉ ଏନଇଇଟି ଓ ଜେଇଇ ପରୀକ୍ଷା :…
ଭୁବନେଶ୍ବର: ଏନଇଇଟି ଓ ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ ଚିଠି ଲେଖିଲେ ମୁଖ୍ୟମ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶକଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମୁଖ୍ୟମନ୍ତ୍ରୀ ଉଲ୍ଳେଖ କରିଛନ୍ତି ଯେ, ଆସନ୍ତା ସେପ୍ଟେମ୍ବର ୧ରୁ ୬ ପର୍ଯ୍ୟନ୍ତ ଜେଇଇ ମେନ ପରୀକ୍ଷା ଓ…