ରାଜ୍ୟରେ କରୋନା : ୨୨୭୫ ସଂକ୍ରମିତ…
ଭୁବନେଶ୍ବର: ରାଜ୍ୟରେ ଗତ୨୪ଘଣ୍ଟାରେ ୨୨୭୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୧୮ ଜଣ କ୍ୱାରେଣ୍ଟାଇନ୍ରେ ଓ ୯୫୭ ହେଉଛି ଲୋକାଲ୍ କେସ୍।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ…