ଶୀତରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳକୁ…
ଭୁବନେଶ୍ୱର: ଶୀତରେ ଥରୁଛି ଓଡ଼ିଶା। ବିଭିନ୍ନ ସହରର ପାରଦ ୧୦ ଡିଗ୍ରୀ ତଳକୁ ଖସିଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସକୁ ଖସି ଆସିଥିବାବେଳେ ଝାରସୁଗୁଡ଼ା ୮.୬ ଡିଗ୍ରୀ, ଦାରିଙ୍ଗିବାଡ଼ି ୧୦ ଡିଗ୍ରୀ ସେଲସିୟରେ ପହଞ୍ଚିଛି । ସେହିପରି କଟକରେ ପାରଦ ୧୩.୫ ଡିଗ୍ରୀ ଓ ଭୁବନେଶ୍ୱରରେ…