‘ଓଡ଼ିଶା ଯାତ୍ରୀ’ ଆପ୍…
ଓଏଲ୍ ବ୍ୟୁରୋ: ରାଜ୍ୟରେ ଆରମ୍ଭ ହୋଇଛି ସଡ଼କ ସୁରକ୍ଷା ମାସ। ଚାଲିଛି ସଚେତନତା ଶୋଭାଯାତ୍ରା ଓ ବୁଲୁଛି ରଥ। ଜାତୀୟ ସଡ଼କ ସୁରକ୍ଷା ଅଭିଯାନ ଅବସରରେ ରାଜ୍ୟ ସ୍ତରୀୟ ଉତ୍ସବର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସଚେତନ ନାଗରିକ ଭାବେ ସମସ୍ତଙ୍କ ସୁରକ୍ଷା ପାଇଁ ଟ୍ରାଫିକ ନିୟମ…