Odisha Link
Bridging the Missing Links in Odisha
Browsing Tag

Odisha

ସରକାରୀ ସ୍ତରରେ ବଡ଼ ଅଦଳବଦଳ, ଦିନକରେ…

ଓଏଲ୍‌ ବ୍ୟୁରୋ: ସରକାରୀ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଆଜି ଯୁଗ୍ମ ସଚିବ, ଉପ-ସଚିବ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଅଦଳବଦଳ କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦିନକରେ ୬୬ ଜଣ ଅଧିକାରୀଙ୍କୁ ବଦଳି କରିଛି ଗୃହ ବିଭାଗ।

ଐତିହାସିକ କଟକ ବାଲିଯାତ୍ରା ଉଦଘାଟନ କଲେ…

ଓଏଲ୍‌ ବ୍ୟୁରୋ: ଐତିହାସିକ କଟକ ବାଲିଯାତ୍ରା ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୌକା ବିହାର କରିବା ପରେ ଐତିହାସିକ ବାଲିଯାତ୍ରାକୁ ବିଧିବଦ୍ଧ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଉଦଘାଟନୀ ଉତ୍ସବରେ ଦୁଇ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ। ଏଥିସହିତ ବିଭିନ୍ନ ଷ୍ଟଲ ବୁଲି…

ରଣଜୀ ଟ୍ରଫି: ଚଳିତ ଋୁତରେ ଓଡ଼ିଶାର ପ୍ରଥମ…

ଓଏଲ୍‌ ବ୍ୟୁରୋ: ସମାଲୋଚନାର ଶିକାର ହେଉଥିବା ଓଡ଼ିଶା କ୍ରିକେଟ ଦଳ ଶେଷରେ ବିଜୟର ସ୍ବାଦ ଚାଖିଛି। ଚଳିତ ରଣଜୀ ଋତୁରେ ଓଡ଼ିଶା ଦଳ ପ୍ରଥମ ବିଜୟ ହାସଲ କରିଛି। ବାରବାଟୀରେ ଖେଳାଯାଇଥିବା ମୁକାବିଲାରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ମହାରାଷ୍ଟ୍ର ଦଳକୁ ପରାଜିତ କରିଛି ଓଡ଼ିଶା।…

ସୁପ୍ରିମକୋର୍ଟରୁ ଆସିନି କୌଣସି ନୋଟିସ୍:…

ଓଏଲ୍‌ ବ୍ୟୁରୋ: ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ମହିଳା ଆଇଆଇସିଙ୍କୁ ମାଡ଼ ଘଟଣାରେ ଜୟନାରାୟଣ ମିଶ୍ର ଆଗୁଆ ଜାମିନ ମାଗିଥିଲେ। ଜୟନାରାୟଣଙ୍କ ଆବେଦନକୁ ପ୍ରଥମେ ହାଇକୋର୍ଟ ଖାରଜ କରିଥିଲେ। ଏହାକୁ ଚାଲେଂଜ କରି ସୁପ୍ରିମକୋର୍ଟ ଯାଇଥିଲେ…

ଓଡ଼ିଶାରେ କ୍ୟାନ୍‌ସର ଚିକିତ୍ସା…

ଓଏଲ୍‌ ବ୍ୟୁରୋ: ଲୋକସେବା ଭବନଠାରେ ଆମେରିକାର ମିୟୋ କ୍ଲିନିକ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ଗବେଷଣା ସଂସ୍ଥାର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡିଶାରେ କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ସବୁଠାରୁ ଆଧୁନିକ ରୋଗ ନିରୂପଣ ଓ ଚିକିତ୍ସା ପଦ୍ଧତିର ବିକାଶ ସମ୍ପର୍କରେ ଆଲୋଚନା…

କ୍ୟାବିନେଟ୍ ନିଷ୍ପତ୍ତି: ସରକାରୀ ଚାକିରୀ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ବିଭିନ୍ନ ନିଯୁକ୍ତି ଏଜେନ୍ସୀ ଦ୍ୱାରା ଆୟୋଜିତ ପରୀକ୍ଷାରେ ଅନିୟମିତତାକୁ ନେଇ ବାରମ୍ବାର ବିବାଦ ଦେଖାଦେବା ପରେ ମୋହନ ମାଝୀ ସରକାର କଠୋର ଆଭିମୁଖ୍ୟ ଆପଣାଇଛନ୍ତି । ଏଣିକି ପରୀକ୍ଷା ପ୍ରକ୍ରିୟାରେ ଅନିୟମିତତା କଲେ ଅପରାଧୀଙ୍କୁ ୩ରୁ ୫ବର୍ଷ ଜେଲଦଣ୍ଡ ସହ ୧୦ଲକ୍ଷ…

ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସକୁ…

ଓଏଲ୍‌ ବ୍ୟୁରୋ: ଭଗବାନ ବିର୍ସା ମୁଣ୍ଡାଙ୍କର ୧୫୦ ତମ ଜନ୍ମଜୟନ୍ତୀକୁ ଜନଜାତି ଗୈାରବ ଦିବସ ଭାବେ ବହୁ ଆଡମ୍ବରରେ ଦେଶବ୍ୟାପୀ ପାଳନ କରିବ ଭାରତୀୟ ଜନାପ ପାର୍ଟି। ନଭେମ୍ବର ୧୫ ତାରିଖରେ ପାଳନ ହେବ ଜନଜାତି ଗୌରବ ଦିବସ ଭାବେ ଦେଶରେ ପାଳନ କରାଯିବ। ଏହାକୁ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି।…

ରଣଜୀ ଟ୍ରଫି: ଆଜିଠୁ ବାରବାଟୀରେ…

ଓଏଲ୍‌ ବ୍ୟୁରୋ: ଚଳିତ ରଣଜୀ ସିଜିନରେ ବିଜୟର ସ୍ବାଦ ଚାଖିନଥିବା ଓଡ଼ିଶା କ୍ରିକେଟ ଦଳ ଆଜି ମହାରାଷ୍ଟ୍ର ବିପକ୍ଷରେ ଓହ୍ଲାଇବ। ୪ଟି ମ୍ୟାଚ୍‌ ଖେଳି ମାତ୍ର ୪ ପଏଣ୍ଟ ପାଇଥିବା ଓଡ଼ିଶା ଦଳ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ମହାରାଷ୍ଟ୍ର ବିପକ୍ଷରେ ବାରବାଟୀ ଷ୍ଟାଡିୟମ୍‌ରୁ ଓଡ଼ିଶା ଅନ୍ୟୂନ ୩ ପଏଣ୍ଟ୍…

ଆରମ୍ଭ ହେଲା ‘ଉଦ୍ଭବ’, ୨୨…

ଓଏଲ୍‌ ବ୍ୟୁରୋ: ପ୍ରଥମ ଥର ଓଡ଼ିଶାରେ ଆରମ୍ଭ ହୋଇଯାଇଛି ପଞ୍ଚମ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଜାତୀୟ ସାଂସ୍କୃତିକ, ସାହିତ୍ୟିକ ଏବଂ କଳା ଉତ୍ସବ ୨୦୨୪- ‘ଉଦ୍ଭବ’ । ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍ ଯୋଗ ଦେଇ ଏକଲବ୍ୟ ବିଦ୍ୟାଳୟର…

ଛତୁଆର ବିକଳ୍ପ ଖୋଜିବାକୁ ପଡ଼ିବ:…

ଓଏଲ୍‌ ବ୍ୟୁରୋ: ଆଜି ଭୁବନେଶ୍ୱରସ୍ଥିତ ମେ ଫେୟାର ଲାଗୁନ୍‌ରେ ଓଡ଼ିଶା ମହିଳା ଓ ଶିଶୁ ବିକାଶ ବିଭାଗ ଓ ୟୁନିସେଫର ସହଭାଗିତାରେ ରାଜ୍ୟସ୍ତରୀୟ ଟେକ ହୋମ୍‌ ରାସନ(ଟିଏଚଆର) କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୯ ଟି ରାଜ୍ୟ ଯଥା - ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜୁରାଟ, ତେଲେଙ୍ଗାନା,…