Odisha Link
Bridging the Missing Links in Odisha
Browsing Tag

Odisha

ପଦ୍ମ ବିଜେତାଙ୍କୁ ମାସିକ ୩୦ ହଜାର ଟଙ୍କା

ଓଏଲ୍‌ ବ୍ୟୁରୋ:ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କୁ ମାସକୁ ମିଳିବ ୩୦ ହଜାର ଟଙ୍କାର ସମ୍ମାନ ସୂଚକ ସହାୟତା ରାଶି। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ସମସ୍ତ ୫୫ ଜଣ ଜୀବିତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ମାସକୁ ୩୦ ହଜାର ଟଙ୍କା…

ସ୍ବାଭାବିକ ହେଲା ଡାକସେବା

ଓଏଲ୍‌ ବ୍ୟୁରୋ: ୩ ଦିନ ବ୍ୟବଧାନ ପରେ ପୁଣି ସ୍ବାଭାବିକ ହେଲା ରାଜ୍ୟ ସମସ୍ତ ଡାକ ସେବା । ଗତ ୩ ଦିନ ହେବ ଲିଙ୍କ ଫେଲ୍ ସମସ୍ୟା ଯୋଗୁଁ ହଇରାଣ ହେଉଥିଲେ ସାଧରଣ ଲୋକ । ଲିଙ୍କ୍ ଫେଲ ଯୋଗୁ ପୋଷ୍ଟ ଅଫିସ ଗୁଡ଼ିକରେ ଟଙ୍କା ଦେଣନେଣ ଠପ୍ ହୋଇଥିଲା । ଟଙ୍କା ଡିପୋଜିଟ ହୋଇପାରି ନଥିବାରୁ ବହୁ ଅସୁବିଧାର…

ମନ୍ତ୍ରୀଙ୍କ ଘରେ ନୂଆ ଅତିଥି

ଓଏଲ୍‌ ବ୍ୟୁରୋ: ଆଜି ହେଊଛି ପବିତ୍ର ଗୋପାଷ୍ଟମୀ। ଏହି ଅବସରରେ ମନ୍ତ୍ରୀଙ୍କ ଘରକୁ ଆସିଛନ୍ତି ନୂଆ ଅତିଥି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଘରେ ନୂଆ ଅତିଥି। ପୁଙ୍ଗନୂର୍ ପ୍ରଜାତିର ଗାଈ ଏବଂ ବଳଦ ଆଣିଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ପବିତ୍ର ଗୋପାଷ୍ଟମୀ ଅବସରରେ ଗାଈ…

ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମିଳିବ…

ଓଏଲ୍‌ ବ୍ୟୁରୋ: ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ଖାଦ୍ୟ ନିରାପତ୍ତା ଓ ସ୍ବଚ୍ଛତା ସମ୍ପର୍କିତ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ଅଧିକାରୀମାନଙ୍କୁ ନେଇ ଆୟୋଜନ କରାଯାଇଥିଲା । କୃଷି ଭବନର ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଯାଇଛି ।…

ରାଜ୍ୟରେ ସୃଷ୍ଟି ହେବ ୪ ହଜାର ୬୩୭…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ନିଯୁକ୍ତି ସୃଷ୍ଟି ପାଇଁ ଆସିଲା ବଡ଼ ସୁଯୋଗ । ୧୫ଟି ପ୍ରକଳ୍ପ ପାଇଁ ୩ ହଜାର ୩୫୩ ଟଙ୍କାର ନିବେଶକୁ ମଞ୍ଜୁରି ମିଳିଛି । ରାଜ୍ୟସ୍ତରୀୟ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ଏହାକୁ ମଞ୍ଜୁରି ମିଳିଛି । ବୈଠକରେ ଅଧ୍ୟକ୍ଷତା କରିଥିଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ।…

ହସ୍ତଶିଳ୍ପ ତାଲିକାରେ ଯୋଡ଼ିହେଲା ଆଉ ୪…

ଓଏଲ୍‌ ବ୍ୟୁରୋ: ଅନୁମୋଦିତ ହୋଇଥିବା ହସ୍ତଶିଳ୍ପ ତାଲିକାରେ ଯୋଡି ହୋଇଛି ଆଉ ୪ ହସ୍ତଶିଳ୍ପ। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ମୋଟ ୫୫ ଗୋଟି ହସ୍ତଶିଳ୍ପକୁ ବିଭାଗୀୟ ଅନୁମୋଦନ ମିଳିଛି । ତୁମ୍ବା କାମ, କାଠ ଖୋଦେଇ, ଚିତ୍ରିତ କାଠ କଣ୍ଢେଇ ଏବଂ ଲୌହ ଧାତୁ ନିର୍ମିତ ହସ୍ତଶିଳ୍ପ ଏହି ତାଲିକାରେ…

ଧାନ କିଣାର ୪୮ ଘଣ୍ଟା ଭିତରେ ଆକାଉଣ୍ଟକୁ…

ଓଏଲ୍‌ ବ୍ୟୁରୋ: ନଭେମ୍ବର ତୃତୀୟ ସପ୍ତାହରେ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା। ନିର୍ବାଚନ ବେଳେ ଚାଷୀଙ୍କୁ ଦେଇଥିବା ଏମଏସପି ଗ୍ୟାରେଣ୍ଟି ପୂରଣ କରିବାକୁ ଯାଉଛନ୍ତି ସରକାର । ଧାନ କିଣାର ୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ଏମଏସପି ଓ ଇନପୁଟ୍ ସବସିଡି ଅର୍ଥାତ୍ ୩୧ ଶହ ଟଙ୍କା । ଏଥିପାଇଁ…

ନଭେମ୍ବର ୧୫ରେ ଅସ୍ମିତା ଭବନ…

ଓଏଲ୍‌ ବ୍ୟୁରୋ: ଅକ୍ଷର ଭୂମି ସାମ୍ନାରେ ହେବ ଓଡିଆ ଅସ୍ମିତା ଭବନ ।  ଭୁବନେଶ୍ବର ଗଜପତି ନଗରରେ କଳାମଣ୍ଡଳ ପରିସରରେ ଥିବା ଅକ୍ଷର ଭୂମି ସାମ୍ନାରେ ଓଡିଆ ଅସ୍ମିତା ଗୃହ ନିର୍ମାଣ ହେବ । ସମଗ୍ର ଓଡିଶାର ଗରିମାକୁ ପ୍ରଦର୍ଶନ କରିବ ଏହି ଅସ୍ମିତା ଗୃହ । ଏନେଇ ସରକାର ଯେଉଁ ସ୍ବପ୍ନ ଦେଖିଥିଲେ ଏବଂ…

ନବୀନଙ୍କ ଟାକୁଆ ଟାର୍ଗେଟ୍: ବାର ବର୍ଷର…

ଓଏଲ୍‌ ବ୍ୟୁରୋ:ବିକାଶ ଓ କଲ୍ୟାଣ ହେଉଛି, ଆମର ଲକ୍ଷ୍ୟ ।  ଆମ ସରକାର ଆରମ୍ଭ କରିଥିବା ବିକାଶ ଓ କଲ୍ୟାଣ ଯୋଜନା ଲୋକଙ୍କୁ ସ୍ୱାଭିମାନର ସହ ବଞ୍ଚିବାକୁ ଶକ୍ତି ଦେଇଥିଲା । ଏବେ ବିନା କାରଣରେ ଗରିବ ଆଦିବାସୀ ଭାଈ ଭଉଣୀମାନଙ୍କ ଚାଉଳକୁ ବିଜେପି ସରକାର ବନ୍ଦ କରିଦେଇଛନ୍ତି। ତେଣୁ ସେମାନଙ୍କୁ ଆମ୍ବ ଟାକୁଆ…

ତୀର୍ଥଯାତ୍ରୀଙ୍କ ପାଇଁ ଚାରିଧାମକୁ ଗଡ଼ିବ…

ଓଏଲ୍‌ ବ୍ୟୁରୋ: ତୀର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର l ଓଡିଶାରୁ ଚାରିଧାମକୁ ଗଡ଼ିବ ତୀର୍ଥଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବସ । ସ୍ୱଳ୍ପ ଦରରେ ଚାରିଧାମ ବୁଲିପାରିବେ ଶ୍ରଦ୍ଧାଳୁ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ଓଡିଶାରୁ ଅଯୋଧ୍ୟ, ତିରୁପତି, ମଥୁରା ଓ ବୃନ୍ଦାବନ ଭଳି ବିଭିନ୍ନ…