କରୋନାକୁ ମାତ୍ ଦେଲେ ୯୫ ପୁଲିସ୍…
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବେକାବୁ ହେଉଛଇ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା। ଏସବୁ ମଧ୍ୟରେ କରୋନା ଯୁଦ୍ଧରେ ଜିତିଲେ କରୋନା ଯୋଦ୍ଧା। ମହାମାରୀ କରୋନାକୁ ମାତ୍ ଦେଇଛନ୍ତି ରାଜ୍ୟର ୯୫ ଜଣ ପୁଲିସ୍ କର୍ମଚାରୀ। ଏନେଇ ଡିଜିପି ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ସମ୍ପୃକ୍ତ ପୁଲିସ କର୍ମଚାରୀମାନେ…