ବୃଦ୍ଧାଙ୍କୁ ମାରି ଜଗି ବସିଛି ଭାଲୁ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ରକ୍ତମୁଖା ଭାଲୁ ବୃଦ୍ଧାଙ୍କୁ ମାରିବା ପରେ ଶବ ନିକଟରେ ଜଗି ବସିଥିବା ଜଣାଯାଇଛି। ଏହି ଖବର ପ୍ରଘଟ ହେବା ପରେ ଘଟଣାସ୍ଥଳରେ ପ୍ରବଳ ଜନସମାଗମ ହୋଇଥିଲେ ହେଁ ଭାଲୁ…