ନିର୍ଭୟା: ଦୋଷୀଙ୍କୁ ଫାଶୀଖୁଣ୍ଟରେ…
ମୀରଟ: ଆସନ୍ତା ୨୨ରେ ଫାଶୀ ପାଇବେ ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଏବଂ ହତ୍ୟା ମାମଲାର ୪ ଦୋଷୀ। ଦୋଷୀମାନଙ୍କୁ ଫାଶୀ ଦେବା ଲାଗି ପଟିୟାଲା ହାଉସ କୋର୍ଟ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି। ତିହାର ଜେଲ୍ରେ ଦୋଷୀମାନଙ୍କୁ ଫାଶୀ ଦିଆଯିବ। ଏଥିପାଇଁ ଜେଲ୍ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ…