୧୪ ଜାଗାରେ ବନ୍ଦର
ଭୁବନେଶ୍ବର: ରାଜ୍ୟରେ ବନ୍ଦର ନିର୍ମାଣ ପାଇଁ ୧୪ଟି ଜାଗା ଚିହ୍ନଟ କରାଯାଇଛି। ଆଜି ବିଧାନସଭା ବିଧାନସଭା ପ୍ରଶ୍ନକାଳରେ ବିଭାଗୀୟ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ବାଲେଶ୍ୱର ଜିଲ୍ଲାର ଚଉମୁଖ ସମତେ ଅସ୍ତରଙ୍ଗ ଠାରେ ବନ୍ଦର ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରାଯାଇଛି। କେନ୍ଦ୍ରାପଡ଼ା ମହାକାଳପଡ଼ା…