୫ ଟ୍ରିଲିୟନ ପାଇଁ ସଂକଳ୍ପବଦ୍ଧ: ପ୍ରମୋଦ…
ସମ୍ବଲପୁର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓ ବରିଷ୍ଠ ପ୍ରଶାସକ ପ୍ରମୋଦ ମିଶ୍ର ଆଜି ସମ୍ବଲପୁର ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି। ବିଶ୍ବବିଦ୍ୟାଳୟର ଉତ୍ସବରେ ଯୋଗ ଦେଇ ପ୍ରମୋଦ କହିଛନ୍ତି ଯେ, ଶିକ୍ଷକ ଶିକ୍ଷାନୁଷ୍ଠାନ ଓ ଦେଶର ଆର୍ଥିକ ସ୍ଥିତି ସର୍ବଦା ଶିକ୍ଷାନୁଷ୍ଠାନ…