୨୦୨୦-୨୧ ଆର୍ଥିକ ବର୍ଷ ପ୍ରାକ୍ ବଜେଟ୍…
ନୂଆଦିଲ୍ଲୀ: ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍ ପ୍ରସ୍ତୁତ କରିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜିଠୁ ପ୍ରାକ୍ ବଜେଟ୍ ଆଲୋଚନା ପ୍ରକ୍ରିୟା ଆରମ୍ଭ କରିବେ। ସେ ବିଭିନ୍ନ ଅଂଶୀଦାରଙ୍କୁ ଭେଟି ସେମାନେ ବଜେଟ୍ରୁ କ’ଣ ଆଶା ରଖିଛନ୍ତି ଓ କ’ଣ ପାଇବାକୁ ଚାହୁଛନ୍ତି ତାହା ଜାଣିବେ। ଅର୍ଥମନ୍ତ୍ରୀ…