୨ କିମି ଚାଲିଲେ ଗର୍ଭବତୀ
ଫୁଲବାଣୀ: ଗର୍ଭବତୀଙ୍କୁ ମେଡିକାଲ୍ ନେବା ପାଇଁ ୧୦୮ ଆମ୍ୱୁଲାନ୍ସ ଯାଇଥିଲା। ମାତ୍ର ରାସ୍ତାରେ ତାର ବାଡ଼ ଲାଗିଥିବାରୁ ଠିକଣା ଜାଗାରେ ଆମ୍ୱୁଲାନ୍ସ ପହଞ୍ଚି ପାରିନଥିଲା। ଶେଷରେ ଗର୍ଭବତୀଙ୍କୁ ୨ କିଲୋମିଟର ଆବୁଡ଼ାଖାବୁଡ଼ା ରାସ୍ତାରେ ଚାଲି ଚାଲି ଆସିବାକୁ ପଡ଼ିଥିଲା। ଏପରି ଜନନୀ ଯନ୍ତ୍ରଣା ଦେଖିବାକୁ…