Odisha Link
Bridging the Missing Links in Odisha
Browsing Tag

Rahul gandhi

ସଂସଦରେ କୃଷକ ନେତାଙ୍କୁ ଭେଟିବାକୁ…

ଓଏଲ୍‌ ବ୍ୟୁରୋ: ସଂସଦର ବଜେଟ୍‌ ଅଧିବେଶନ ଜାରି ରହିଛି। ଏସବୁ ମଧ୍ୟରେ ଆଜି ଲୋକସଭାର ବିପକ୍ଷ ଦଳର ନେତା ରାହୁଲ ଗାନ୍ଧୀ କିଛି କୃଷକ ନେତାଙ୍କୁ ଭେଟିବା ପାଇଁ ସଂସଦକୁ ନିମନ୍ତ୍ରଣ କରିଥିଲେ। ବୁଧବାର ସଂସଦ ଭବନକୁ ଯିବା ପାଇଁ କିଛି କୃଷକ ନେତା ଆସିଥିଲେ ହେଲେ ତାଙ୍କୁ ପ୍ରବେଶ କରିବାକୁ ଅନୁମତି…

ଏକାଠି ନଜର ଆସିଲେ ମୋଦି-ରାହୁଲ, ହସିଲେ ଓ…

ଓଏଲ୍‌ ବ୍ୟୁରୋ: ଭାରତୀୟ ଜନତା ପାର୍ଟି ସାଂସଦ ଓମ୍‌ ବିର୍ଲା ଲଗାତାର ଦ୍ବିତୀୟ ଥର ପାଇଁ ଲୋକସଭା ବାଚସ୍ପତି ଭାବେ ଶପଥ ନେଇଛନ୍ତି। ଏହି ଅବସରରେ ଏକାଠି ନଜର ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ବାଚସ୍ପତି ଆସନ ପର୍ଯ୍ୟନ୍ତ ଦୁଇ ନେତା ବାଚସ୍ପତି ଓମ୍‌…

ରାହୁଲ ଗାନ୍ଧୀଙ୍କୁ ଗୁରୁ ଦାୟିତ୍ବ,…

ଓଏଲ୍‌ ବ୍ୟୁରୋ: ପ୍ରଥମ ଥର ପାଇଁ ଲୋକସଭାରେ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଏନେଇ କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି। ଏନେଇ କଂଗ୍ରେସ ସଂସଦୀୟ କମିଟି ଅଧ୍ୟକ୍ଷ ସୋନିଆ ଗାନ୍ଧୀ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।…

ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ୍‌

ଓଏଲ୍‌ ବ୍ୟୁରୋ: ସରିଲା ନିର୍ବାଚନ। ପ୍ରକାଶ ପାଇଲା ଫଳାଫଳ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ୍‌। ଭାରତୀୟ ଜନତା ପାର୍ଟି ଦ୍ବାରା ଦାୟର ହୋଇଥିବା ଏକ ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଚନ୍ତି କୋର୍ଟ। ଏକ ଖବରକାଗଜ ରାହୁଲ ବଦନାମ କରିବା ପରି ଏକ…

ରାହୁଲଙ୍କ ଦୃଢ଼ୋକ୍ତି; ଦେଶର ଆର୍ଥିକ…

ଓଏଲ୍‌ ବ୍ୟୁରୋ: ଦଳୀୟ ନେତାଙ୍କ ଭିଡରେ କମ୍ପୁଛି ପ୍ରଚାର ମୈଦାନ। ପର୍ଯ୍ୟାୟ କ୍ରମେ ନିର୍ବାଚନକୁ ନଜରରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ…

ରାୟଗଡ଼ା: ରାହୁଲଙ୍କ ୫ ଗ୍ୟାରେଣ୍ଟି,…

ଓଏଲ୍‌ ବ୍ୟୁରୋ: ଆଜି ଉତ୍ତର ପ୍ରଦେଶର ରାୟବରେଲୀ ଲୋକସଭା ଆସନ ପାଇଁ ନାମାଙ୍କନ ଭରିଛନ୍ତି କଂଗ୍ରେସର ପୋଷ୍ଟର ବୟ ରାହୁଲ ଗାନ୍ଧୀ। ଯାହାଫଳରେ କଂଗ୍ରେସ ସାଂସଦ ରାହୁଲଙ୍କ ରାୟଗଡ଼ା ଗସ୍ତ ବାତିଲ ହୋଇଥିଲା। ହେଲେ ଭିଡିଓ ବାର୍ତ୍ତା ମାଧ୍ୟମରେ ରାୟଗଡ଼ାରେ ଆୟୋଜିତ କଂଗ୍ରେସର ନ୍ୟାୟ ସମାବେଶ ଜନସଭାକୁ ସମ୍ବୋଧିତ…

ବଦଳିଲା ଆମେଠି ସମୀକରଣ, ୨୫ ବର୍ଷ ପରେ…

ଓଏଲ୍‌ ବ୍ୟୁରୋ: କଂଗ୍ରେସର ଗଡ଼ ଭାବେ ପରିଚିତ ଆମେଠିରୁ କିଏ ହେବ ପ୍ରାର୍ଥୀ ? ବିଗତ କିଛିଦିନ ଧରି ଲାଗି ରହିଥିବା ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। କେଏଲ ଶର୍ମାଙ୍କୁ ଆମେଠି ଲୋକସଭା ଆସନ ପାଇଁ ଟିକେଟ ଦେଇଛି କଂଗ୍ରେସ। କଂଗ୍ରେସର ପୋଷ୍ଟର ବୟ ରାହୁଲ ଗାନ୍ଧୀଙ୍କୁ ରାଏବରେଲୀ ଆସନରୁ ଟିକେଟ ଦେଇଛି ଦଳ।…

ମଞ୍ଚ ପ୍ରସ୍ତୁତ, ଆଜି ରାୟଗଡ଼ା ଆସିବେନି…

ଓଏଲ୍‌ ବ୍ୟୁରୋ: ଆଜି ଉତ୍ତର ପ୍ରଦେଶର ରାୟବରେଲୀ ଲୋକସଭା ଆସନ ପାଇଁ ନାମାଙ୍କନ ଭରିବେ କଂଗ୍ରେସର ପୋଷ୍ଟର ବୟ ରାହୁଲ ଗାନ୍ଧୀ। ଯେଉଥିପାଇଁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ରାୟଗଡ଼ା ଗସ୍ତ ବାତିଲ ହୋଇଛି। ନାମାଙ୍କନ ପତ୍ର ଦାଖଲ ରାହୁଲ ଆଜି କରୁଥିବାରୁ ରାୟଗଡ଼ା ଆସିବେ ନାହିଁ। ଏନେଇ କଂଗ୍ରେସ ପକ୍ଷରୁ…

ହାଇଭୋଲଟେଜ ପ୍ରଚାର: ମଧ୍ୟାହ୍ନରେ ରାହୁଲ,…

ଓଏଲ୍‌ ବ୍ୟୁରୋ: ଆଜି ରବିବାରରେ ଦୁଇ ଦୁଇଟି ହାଇଭୋଲଟେଜ ପ୍ରଚାର ଦେଖିବ ଓଡ଼ିଶା। ପୂର୍ବାହ୍ନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅପରାହ୍ନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓଡ଼ିଶାକୁ ପ୍ରଚାର ପାଇଁ ଆସୁଥିବାରୁ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ଦୁଇ ହେଭିୱେଟ୍‌ଙ୍କ ଗସ୍ତକୁ ନେଇ ଉଭୟ…

ପାନପୋଷରୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ:…

ଓଏଲ୍‌ ବ୍ୟୁରୋ: କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା ଜାରି ରହିଛି। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଓଡ଼ିଶାରେ ପହଂଚିଛି। ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ଆଜି ଦ୍ବିତୀୟ ଦିନ। ଏହି ଅବସରରେ ରାଉରକେଲା ବେଦବ୍ୟାସ ମନ୍ଦିରରେ ରାହୁଲ ଗାନ୍ଧି ପହଂଚିଛନ୍ତି। ଏହା…