ନିର୍ବାଚନ ଏବେ ନୁହେଁ, ପୂର୍ବରୁ ହେଉଛି:…
ଭୁବନେଶ୍ବର: କୋଟିଆରେ ଆନ୍ଧ୍ର ପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚଳ ପ୍ରସଙ୍କ ଏବେ ନୂଆ ମୋଡ଼ ନେଇଛି। ନିର୍ବାଚନ ଏବେ ନୁହେଁ। ପୂର୍ବରୁ ହୋଇ ଆସୁଛି ବୋଲି କହିଛନ୍ତି ସାଲୁର ବିଧାୟକ। ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି ସାଲୁର ବିଧାୟକ ରାଜାନ୍ନା ଦୋରା। ଏହା ସହିତ ବିଧାୟକ କହିଛନ୍ତି ଯେ,…