ଓଡ଼ିଆ କ୍ରିକେଟର ରାଜେଶଙ୍କ ଉପରୁ ଉଠିଲା…
ଭୁବନେଶ୍ବର: ଓଡ଼ିଆ ପୁଅ ରାଜେଶ ମହାନ୍ତିଙ୍କ ଉପରୁ ଉଠିଲା ବାସନ୍ଦ ନିର୍ଦ୍ଦେଶ। ବିସିସିଆଇ ରାଜେଶଙ୍କ ଉପରୁ ଉଠାଇଛି ବାସନ୍ଦାଦେଶ। ଜାଲ୍ ବୟସ ପ୍ରମାଣପତ୍ର ଯୋଗୁଁ ଘରୋଇ କ୍ରିକେଟରୁ ବାସନ୍ଦ ହୋଇଥିବା ଓଡ଼ିଶା ରଣଜୀ ଦଳର ଦ୍ରୁତ ବୋଲର ରାଜେଶ ମହାନ୍ତିଙ୍କ ଉପରୁ ସମସ୍ତ ଦଣ୍ଡ ଉଠାଇ ନେଇଛି ବିସିସିଆଇ।…