ସରିଲା ରାସନକାର୍ଡ-ଆଧାର ସଂଯୋଗ…
ଭୁବନେଶ୍ବର: ଶେଷ ହେଲା ରାସନକାର୍ଡ-ଆଧାର ସଂଯୋଗ ପ୍ରକ୍ରିୟା। ରାସନକାର୍ଡ- ଆଧାର ଲିଙ୍କ୍ ପରେ ଏହି ସାଙ୍ଘାତିକ ତଥ୍ୟ ପଦାକୁ ଆସିଛି। ବର୍ଷ ବର୍ଷ ଧରି ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରାୟ ୧୯ ଲକ୍ଷ ହିତାଧିକାରୀ ବେଆଇନ ଭାବେ ନେଉଥିଲେ ଚାଉଳ। ସେପଟେ ନିରାଶ୍ରୟ, ବୃଦ୍ଧ ଅକର୍ମଣ୍ୟଙ୍କୁ ଚିହ୍ନଟ କରି ଚାଉଳ…