ଆସନ୍ତା ବର୍ଷ ଖୋଲିବ ଆର୍ଏସ୍ଏସ୍ର…
ନୂଆଦିଲ୍ଲୀ : ଆସନ୍ତା ବର୍ଷ ମଧ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଏକ ନୂଆ ଆର୍ମି ସ୍କୁଲ ଖୋଲାଯିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଛାତ୍ରଛାତ୍ରୀଙ୍କୁ ସେନାରେ ଭର୍ତ୍ତି ପାଇଁ ତାଲିମ ଦିଆଯିବ । ଏହି ଆର୍ଏସ୍ଏସ୍ର ଏଜୁକେସନାଲ ଓ୍ୱିଙ୍ଗ ବିଦ୍ୟା ଭାରତୀ ପରିଚାଳନା କରିବ । ଇଂରାଜୀ ଖବର କାଗଜ…