ବିଜେପିରେ ସାମିଲ ହେଲେ ସାଇରା ବାନୋ,…
ନୂଆଦିଲ୍ଲୀ: ଦିନେ ତିନ ତଲାକ ବିରୋଧରେ ଲଢ଼େଇ କରି ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ସାଇରା ବାନୋ। ସେ ଏବେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଛନ୍ତି। ସେ ହେଉଛନ୍ତି ଦେଶର ପ୍ରଥମ ମହିଳା ଯିଏ କି ସୁପ୍ରମିକୋର୍ଟରେ ତିନି ତଲାକ ବିରୋଧରେ ଯାଚିକା ଆବେଦନ କରିଥିଲେ। ଏଥିସହିତ…