Odisha Link
Bridging the Missing Links in Odisha
Browsing Tag

Salman Khan Eating Menu

ସୁଲତାନଙ୍କ ଖାଇବା ଷ୍ଟାଇଲ୍

ବଲିଉଡ଼ର ସୁଲତାନ ସଲମାନ ଖାନ ୫୩ ବର୍ଷରେ ପାଦ ଥାପିଥିଲେ ମଧ୍ୟ ନିଜକୁ ଫିଟ୍ ରଖିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ସେ କହିଥିଲେ ଯେ ‘ସୁଲତାନ’ ଚଳଚ୍ଚିତ୍ର ପାଇଁ ତାଙ୍କୁ ୧୫ କିଲୋ ଓଜନ ବଢ଼ାଇବାକୁ ପଡ଼ିଥିଲା । ନିର୍ଦ୍ଦେଶକ ପୁଣି କହିଥିଲେ ଯେ ୨ ମାସ ମଧ୍ୟରେ ଏଇ ଓଜନ କମାଇଲେ ଆଗାମୀ ଅଧ୍ୟାୟ ସୁଟିଂ…