୩ ଦିନ ସମ୍ବଲପୁର ବନ୍ଦ
ସମ୍ବଲପୁର: ପୁଣି ଜୋର ଧରିଲା ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ଏନେଇ ଆଜିଠୁ ୩ ଦିନ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି । ୨ଟି ସଂଗଠନ ପକ୍ଷରୁ ଆଜି, ୨୩ ଓ ୨୪ ତାରିଖ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି ।
ପଶ୍ଚିମ ଓଡ଼ିଶା ନାଗରିକ କ୍ରିୟାନୁଷ୍ଠାନ କମିଟି, ଓକିଲ ସଂଘ ସିଏସି…