ବିବାହ ବନ୍ଧନରେ ବାନ୍ଧି ହେଲେ ସନା ଖାନ୍
ମୁମ୍ବାଇ: ଚଳିତବର୍ଷ ବଲିଉଡ଼ର ଅନେକ ଅଭିନେତା ଓ ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି। ବିଗବସର ପୂର୍ବତନ ପ୍ରତିଯୋଗୀ ତଥା ଅଭିନେତ୍ରୀ ସନା ଖାନ୍ ହାତରୁ ଦୁଇ ହାତ ହୋଇଛନ୍ତି । ସେ ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ମୁଫ୍ତି ଅନସଙ୍କୁ ନିକାହ କରିଥିଲେ। ସନା ନିଜ ନିକାହ ଭିଡିଓ ଏବେ…