Odisha Link
Bridging the Missing Links in Odisha
Browsing Tag

Sankarsan Parida

ବିଜେପିରେ ମିଶିଲେ ଶଙ୍କର ପରିଡ଼ା

ଭୁବନେଶ୍ବର: ପୂର୍ବତନ ରାଜ୍ୟ ପଞ୍ଚାୟତ ପରିଷଦ ସଭାପତି ତଥା ପୁରୀର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶଙ୍କର୍ଷଣ ପରିଡ଼ା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଜଣେ ସମାଜସେବୀ ଓ କବି ଭାବେ ପରିଚିତ ଶଙ୍କର୍ଷଣ ଜନତା ଦଳରୁ ନିଜର ରାଜନୈତିକ ଜୀବନ ଅ‍ାରମ୍ଭ କରିଥିଲେ ଓ ତତ୍କାଳୀନ ମୁଖ୍ୟମନ୍ତ୍ରୀ…