Odisha Link
Bridging the Missing Links in Odisha
Browsing Tag

Sarala Das

କୁରୁ ପାଣ୍ଡବଙ୍କର ଝିମାଣି ଖେଳ

ସାରଳା ଦାସ ବଦନ୍ତି ଅଗସ୍ତି ଶୁଣ ବଇବସୁତ ମନୁ ଅନେକ ଉଚ୍ଛବ ଯେ ହୋଇଲା ହସ୍ତିନା ଭୁବନୁ । ୧ ଭୀଷ୍ମଙ୍କର ଆଗ୍ୟାଂ, ଶୟେ ଅଷ୍ଟ ଉତ୍ତର କୁମାରେ ମହା ପ୍ରିୟ ଭାବରେ ଆଖଡାରେ କଉତୁକ କରେ । ୨ ବଳରାମଙ୍କର ତହୁଂ ସେ ଗଦାବିଦ୍ୟା ପାଇ କାହାକଇଂ ଗଣନା ନ କରନ୍ତି ଦ୍ରିଯୋଧନ ଶତେ ଭାଇ । ୩ ଆଖଡ଼ାୟେ ପଶି…