ଘର ଜାଳି, ନିଜ ତଣ୍ଟି କାଟିଲା ମାନସିକ…
ଛେଣ୍ଡିପଦା: ଘର ଜାଳିବା ସହ ନିଜ ତଣ୍ଟି କାଟିଲା ମାନସିକ ବିକୃତ। ଗୁରୁବାର ସକାଳେ ଅନଗୁଳ ଜିଲ୍ଲା ଅନ୍ତର୍ଗତ ଛେଣ୍ଡିପଦା ଥାନା ଅଞ୍ଚଳ ଖମାର ଗ୍ରାମର ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଘରେ ନିଆଁ ଲଗାଇବା ସହ ନିଜ ତଣ୍ଟି ଓ ପେଟକୁ କାଟି ପକାଇଛନ୍ତି।
ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ସାଢ଼େ ଆଠଟା…