Odisha Link
Bridging the Missing Links in Odisha
Browsing Tag

Shankar Tripathy

ମୁଖ୍ୟ ଶାସନ ସଚିବଙ୍କ ପିତୃ ବିୟୋଗ

ଭୁବନେଶ୍ବର : ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ବାପା ଗୌରୀଶଙ୍କର ତ୍ରିପାଠୀଙ୍କ ପରଲୋକ ଘଟିଛି। ସ୍ବର୍ଗତ ତ୍ରିପାଠୀ ୧୯୨୪ ମସିହାରେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଯୋଗୀସୁରଡ଼ା ଗାଁରେ ଜନ୍ମଗ୍ରହଣ କରିଥିଲେ। ପ୍ରାରମ୍ଭିକ ଶିକ୍ଷା ସିନ୍ଧେକେଲା ସଂପନ୍ନ କରିଥିଲେ। ପରେ ସେ ଉଚ୍ଚ…