ଦିବଙ୍ଗତ ଆତ୍ମାଙ୍କ ପାଇଁ ସ୍ମୃତିସଭା
ଭୁବନେଶ୍ବର: ଦିବଙ୍ଗତ ଆତ୍ମାଙ୍କ ପାଇଁ ସ୍ମୃତିସଭା। ଖଣ୍ଡଗିରି ସ୍ଥିତ ନୃସିଂହନାଥ ମଠରେ ଦିବଙ୍ଗତ ଆତ୍ମାଙ୍କ ପାଇଁ ଦୀପଦାନ ଏବଂ ଏକ ମିନିଟର ସମୁହ ନୀରବ ପ୍ରାର୍ଥନା। ଆଭାସ ମଞ୍ଚର ଅଧ୍ୟକ୍ଷ ଶାରଦା ପ୍ରସାଦ ମହାପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।
କବି ଦୁର୍ବଳିଆଙ୍କ ଏକ ଭକ୍ତି ସଙ୍ଗୀତ ସହ…