ଚଳନ୍ତା ଗାଡ଼ିରୁ ଝାମ୍ପିନେଲେ ଚେନ୍
ଭୁବନେଶ୍ବର : ଭୁବନେଶ୍ବରେ ପୁଣି ଲୁଟେରା ମାନଙ୍କର ତାଣ୍ଡବ ଆରମ୍ଭ ହୋଇଛି । ଚଳନ୍ତା ଗାଡ଼ିରୁ ଚେନ ଝାମ୍ପିନେଇଛନ୍ତି ଲୁଟେରା ।
ଏନେଇ ସହିଦ ନଗର ଥାନାରେ ଏତଲା ଦିଆଯାଇଛି । ଏହି ଦୁର୍ଘଟଣାଟି ଆପୋଲୋ ହସ୍ପିଟାଲ ନିକଟ ରାସ୍ତା ଉପରେ ଘଟିଥିଲା ।
ଝାମ୍ପିବା ସମୟରେ ଯୁବତୀ ଜଣକ ଭାରସାମ୍ୟ ହରାଇ ଖସି…