Odisha Link
Bridging the Missing Links in Odisha
Browsing Tag

sonpur

ପୁଅର ଆକ୍ରମଣରେ ବାପା ମୃତ

ସୋନପୁର : ପୁଅର ଆକ୍ରମଣରେ ବାପା ମୃତ।ଏହି ଅଭାବନୀୟ ଘଟଣାଟି ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ଉଲୁଣ୍ଡ ବ୍ଲକ ମହଦା ପରଞ୍ଚାୟ ପାଲା ଗାଁରେ ଘଟିଛି।ମୃତକଙ୍କ ନାମ ସୁରଲି ତସା। ଘଟଣାସ୍ଥଳରୁ ପୁଅ ଫେରାର ହୋଇଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ସୂଚନା ଅନୁସାରେ , ପାଲା…

ଭିଜିଲାନ୍ସ ଜାଲରେ ପିଇଓ

ସୋନପୁର: ଭିଜିଲାନ୍ସ ଜାଲରେ ପିଇଓ। ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ( PEO)ଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ। ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ପଞ୍ଚାୟତ…