ପୁଣି ବାଲେଶ୍ବରରେ ଶୁଭିଲା ପ୍ରଚଣ୍ଡ…
ଓଏଲ୍ ବ୍ୟୁରୋ: ପ୍ରଚଣ୍ଡ ଶବ୍ଦ କଲା ଆତଙ୍କିତ। ଭୟରେ ଥରିଲେ ଲୋକେ। ବଡ ବୋମା ବିସ୍ଫୋରଣ ହେଲା ଭଳି ପ୍ରଚଣ୍ଡ ଶବ୍ଦରେ ଥରିଲା ସମଗ୍ର ଅଞ୍ଚଳ। ବାଲେଶ୍ବର ଜିଲ୍ଲା ସୋରରେ ଶୁଭିଲା ପ୍ରଚଣ୍ଡ ଶବ୍ଦ। ୧ ମିନିଟରେ ୨ଥର ଶୁଭିଲା ପ୍ରଚଣ୍ଡ ଶବ୍ଦ। ଏହା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବାବେଳେ ଏନେଇ କୌଣସି…