Odisha Link
Bridging the Missing Links in Odisha
Browsing Tag

Student Death

ଷଷ୍ଠ ଶ୍ରେଶୀ ଛାତ୍ରର ଆତ୍ମହତ୍ୟା

ରାଉଲକେଲା: ଜଣେ ଷଷ୍ଠ ଶ୍ରେଣୀ ଛାତ୍ରର ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ଘରେ ଭିତରେ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ତାଙ୍କ ଶବ ଜବତ କରାଯାଇଛି। ବାପା ଓ ମା ବଜାରକୁ ଯାଇଥିବାବେଳେ ଛାତ୍ର ଜଣକ ଆତ୍ମହତ୍ୟା କରିଥିବା କୁହାଯାଉଛି। ଉଦିତନଗର ଥାନା ବାସନ୍ତୀକଲୋନୀରେ ଏହି ଅଭାବନୀୟ ଘଟଣା ଘଟିଛି। ଛାତ୍ର ଜଣକ…

ଛାତ୍ର ମୃତ୍ୟୁରୁ ଉତ୍ତେଜନା

ରାଉରକେଲା: ରାଉରକେଲା ସେକ୍ଟର -୬ ସ୍ଥିତ ଏକ ବିଦ୍ୟାଳୟରେ ଟିକା ନେବା ପରେ ଅସୁସ୍ଥ ହୋଇଥିବା ଛାତ୍ରଙ୍କ ମୃତ୍ୟୁକୁ ନେଇ ଆଜି ଉତ୍ତେଜନା ସୃଷ୍ଟି ହେବା ସହ ବିଦ୍ୟାଳୟ ଘେରାଉ କରାଯାଇଛି। ସ୍କୁଲରେ ଟିକା ନେବା ଯୋଗୁଁ ଛାତ୍ରର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆଜି ଅଭିଭାବକଙ୍କ ସହ…