Odisha Link
Bridging the Missing Links in Odisha
Browsing Tag

Surat Returnee

କରୋନା: ୧୦୦ ଟପିଲା ସୁରତ ଫେରନ୍ତା…

ଭୁବନେଶ୍ବର: ରାଜ୍ୟରେ ଆଜି ସକାଳୁ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଜଣ ସୁରତ ଫେରନ୍ତା ଆଉ ଜଣେ ଅବରୋଧ ଅଞ୍ଚଳର ବୋଲି ସ୍ପଷ୍ଟ କରିଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ପୁରୁଷ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ…

ରାଜଧାନୀକୁ ଲେଉଟିଲା କରୋନା, ରାଜ୍ୟରେ…

ଭୁବନେଶ୍ବର: ରାଜଧାନୀକୁ ପୁଣି କରୋନା ଫେରିଛି। ଭୁବନେଶ୍ବରରେ ୩ ଜଣ ନୂଆ ଆକ୍ରାନ୍ତ ଠାବ ହୋଇଥିବା ବେଳେ ରାଜ୍ୟରେ ଆଜି ଗୋଟିଏ ଦିନରେ ୩୪ ଜଣ କରୋନା ପଜିଟିଭ୍‌ ଠାବ ହେବା ଚିନ୍ତାଜନକ ସ୍ଥିତି ଠିଆ କରିଛି। ଗତକାଲି ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ ଥିବା ବେଳେ ଆଜି ଏହା ୨୧୯ରେ…

ରେଡ୍‌ ଜୋନ୍‌ରେ ଗଞ୍ଜାମ ଜିଲ୍ଲା

ଭୁବନେଶ୍ବର: ଜିଲ୍ଲାରେ ୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଗଞ୍ଜାମକୁ ରେଡ୍‌ ଜୋନ୍‌ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଗତ ସପ୍ତାହେ ହେଲା ସୁରତରୁ ଗଞ୍ଜମ ଓ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳକୁ ଓଡ଼ିଆମାନେ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ରାଜ୍ୟରେ ୫ ଦିନ ଭିତରେ ୨୯ ଜଣ ସୁରତ ଫେରନ୍ତା…