ସୁରଟଠାରେ ଆୟୋଜିତ ‘ଓଡ଼ିଶା ମହୋତ୍ସବ’ରେ…
ଭୁବନେଶ୍ବର: ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଚଳିତ ଜାନୁଆରୀ ୨୨ ତାରିଖରେ ସୁରଟ ଯାତ୍ରା କରିବେ। ସେଠାରେ ସେ ଓଡ଼ିଶା ମହୋତ୍ସବ କମିଟି, ସୁରଟ ଆନୁକୂଲ୍ୟରେ ଆୟୋଜିତ ‘ଓଡ଼ିଶା ମହୋତ୍ସବ’ରେ ଉଦ୍ଘାଟକ ଭାବେ ଯୋଗଦେବେ। ସୁରଟର ଆମ୍ରୋଲିସ୍ଥିତ ରାଜଓ୍ୱାଡ଼ି ପାର୍ଟି ପ୍ଲଟ୍ଠାରେ ଆୟୋଜିତ ଏହି ମହୋତ୍ସବରେ…