ଜାପାନରେ ତାଣ୍ଡବ ରିଚିଲା ସାମୁଦ୍ରିକ ଝଡ଼…
ଟୋକିଓ: ସାମୁଦ୍ରିକ ଝଡ଼ ‘ହଗିବିସ୍’ ଜାପାନରେ ତାଣ୍ଡବ ରଚିଛି। ଏହି ଝଡ଼ ଟୋକିଓର ଇଜୁ ଦ୍ୱୀପରେ ସ୍ଥଳଭାଗ ଛୁଇଁବା ପରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ନିଖୋଜ ଅଛନ୍ତି। ପାଣିଘେରରେ ଅଟକି ରହିଯାଇଥିବା ଲୋକମାନଙ୍କୁ ଉଦ୍ଧାର କରିବାକୁ ରବିବାର ଦିନ ଜାପାନ…