Odisha Link
Bridging the Missing Links in Odisha
Browsing Tag

udala

କୂଅରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ…

ଉଦଳା: ବିଲ ଭିତରେ ଥିବା କୂଅରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ମୃତକ ହେଲେ ସାଲଖୁ ମୁର୍ମୁ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି।ଏହି ଅଭାବନୀୟ ଘଟଣାଟି ଶରତ ଥାନା କଟୁରିଆ ହାଟସାହି ଗ୍ରାମରେ ଘଟିଛି। ପ୍ରକାଶ ଯେ, କଟୁରିଆ ହାଟସାହି ଗ୍ରାମ ନିକଟରେ ଥିବା ଏକ କୂଅ ଭିତରେ…

ଫଟୋ ଉଠାଇ ନିସ୍ତୁକ ମାଡ଼ ଖାଇଲେ ଯୁବକ

ଉଦଳା : ଜଣେ ଯୁବକଙ୍କୁ ଫଟୋ ଉଠେଇବା ମହଙ୍ଗା ପଡ଼ିଲା। ବଜାର ମଝିରେ ଯୁବକଙ୍କୁ ସ୍ଥାନୀୟ ଲୋକେ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ଏହି ଘଟଣାଟି ଉଦଳା ମାର୍କେଟ ମଝିରେ ଘଟିଛି। ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ସୂଚନା ମୁତାବକ ଜଣେ ମହିଳା ଗତକାଲି ଉଦଳା ମେନ୍ ମାର୍କେଟରେ ଥିବା ଏକ…

ଯୁବକଙ୍କ ମୃତ୍ୟୁରୁ ଉତ୍ତେଜନା, ଫରେଷ୍ଟ…

ଉଦଳା: ପୋଡାଡିହା ରେଞ୍ଜ ନଛିପୁର ଗାଁର ଜଣେ ଯୁବକ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଶିକାରୀ ସନ୍ଦେହରେ ବନ କର୍ମଚାରୀ ଯୁବକଙ୍କୁ ପିଟିଟିପିଟି ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ମୃତକ ହେଲେ ଚନ୍ଦ୍ରମଣି ନାଏକଙ୍କ ପୁଅ ଗଜେନ୍ଦ୍ର ନାଏକ (୪୫)। ଯୁବକ ଜଣକ ଗତ ଶୁକ୍ରବାର ଦିନ…

ନିଖୋଜ ସ୍ବାମୀଙ୍କୁ ଫେରାଇ ଆଣ ପାଇଁ…

ଉଦଳା: ଗତ ୫ ଦିନ ହେବ ଉଦଳା ବିଜ୍ଞପିତ ଅଞ୍ଚଳର ୧୧ ନମ୍ବର ୱାର୍ଡର ଜଗଦାନନ୍ଦ ମହାପାତ୍ର କୁଆଡେ ଯାଇଛନ୍ତି କିଛି ପତ୍ତା ମିଳୁନି। ସାରା ପରିବାର ଏବଂ ସଂପର୍କୀୟ କାନ୍ଦୁଛନ୍ତି। ଭୟ ଏବଂ ଆଶଙ୍କାରେ ଅଛନ୍ତି ଜଗଦାନନ୍ଦଙ୍କ ପତ୍ନୀ। ଆକୁଳ ନିବେଦନ କରି ପତ୍ନୀ କହୁଛନ୍ତି ମୋ ସ୍ବାମୀଙ୍କୁ ଫେରାଇ ଆଣ। ତାଙ୍କ…

୧୭ମାସର ଶିଶୁ କନ୍ୟାକୁ ସଂପର୍କୀୟ କକାର…

ମୟୂରଭଞ୍ଜ : ମୟୂରଭଞ୍ଜରେ ଲଜ୍ଜା। ସମ୍ପର୍କୀୟ ଦାଦା ଭିଆଇଛି ଜଘନ୍ୟକାଣ୍ଡ। ୧୭ ମାସର ଶିଶୁ କନ୍ୟାକୁ ପଡ଼ୋଶୀ ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅମାନୁଷିକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳାରେ। ଦୁଷ୍କର୍ମ ପରେ ଶିଶୁଟିର ଅବସ୍ଥା ଗୁରୁତର ହୋଇଯିବାରୁ ମେଡିକାଲ୍‌ରେ…