୧୮ ବର୍ଷ ତଳ ପିଲା ବି ନିଅନ୍ତି ଉଜ୍ଜଳା…
ନୂଆଦିଲ୍ଲୀ: ପିଲାମାନେ ବି ଉଜ୍ଜଳା ଏଲ୍ପିଜି ଗ୍ୟାସ୍ ନେଇଯାଇପାରନ୍ତି । ଏଭଳି ତଥ୍ୟ ସିଏଜି ଅଡିଟ୍ ରିପୋର୍ଟରୁ ପଦାକୁ ଆସିଛି । ନିକଟରେ ସଂସଦରେ ରଖାଯାଇଥିବା ଉଜ୍ଜଳା ଗ୍ୟାସ୍ ବଣ୍ଟନ ସଂକ୍ରାନ୍ତ ସିଏଜି ରିପୋର୍ଟରୁ ଏଭଳି ତଥ୍ୟ ଉନ୍ମୋଚନ ହୋଇଛି । ଏମିତିକି ଗୋଟିଏ ଦିନରେ ଜଣେ ଜଣେ ବ୍ୟକ୍ତି କିଭଳି ୨ରୁ…