କୋଣାର୍କ ଓ ରାମଚଣ୍ଡୀ ପୀଠର ଉନ୍ନତିକରଣ…
ଓଏଲ୍ ବ୍ୟୁରୋ : ଆଜି ଭୋର ପ୍ରାୟ ୫ଟା ସମୟରେ ୫ଟି ସଚିବ କୋଣାର୍କ ଓ ରାମଚଣ୍ଡୀ ମନ୍ଦିର ପରିଦର୍ଶନ କରିଛନ୍ତି । କୋଣାର୍କ ସୂର୍ଯ୍ୟମନ୍ଦିରର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଅନୁଧ୍ୟାନ କରିବା ସହ ଉଚ୍ଚଅଧିକାରୀଙ୍କ ସହ ନିର୍ମାଣ କାମକୁ ନେଇ ଆଲୋଚନା କରିଛନ୍ତି। ଚନ୍ଦ୍ରଭାଗ ପରିଦର୍ଶନ କରିବା ସହ ତାହାର…