Odisha Link
Bridging the Missing Links in Odisha
Browsing Tag

Yash

ବାଲେଶ୍ୱରରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା…

ଭୁବନେଶ୍ୱର: ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ୟଶ୍। ଆସନ୍ତା ୨୬ ତାରିଖ ମଧ୍ୟାହ୍ନରେ ଲ୍ୟାଣ୍ଡଫଲ କରିବ ବାତ୍ୟା ୟଶ୍। ତେବେ ବାତ୍ୟା ୟଶ୍‌ ବାଲେଶ୍ୱର ପାଖରେ ଳ୍ୟାଣ୍ଡଫଲ୍ କରିବ ଏନେଇ ଭୁବନେଶ୍ଵର ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ପକ୍ଷରୁ କୁହାଯାଇଛି। ପାରାଦୀପ ଏବଂ ସାଗର ଦ୍ୱୀପ…

ବାତ୍ୟା ୟଶ୍‌ ନେଇ ରାଜ୍ୟବାସୀଙ୍କୁ…

ଭୁବନେଶ୍ବର: ବାତ୍ୟା ୟଶ୍‌ ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଆଜି ସତର୍କ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର। ବିପଦ ସମୟରେ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ…

ବାତ୍ୟା ପୂର୍ବରୁ ପୁରୀରେ ଶହଶହ ମାଛ ମଡ଼କ

ପୁରୀ: ବାତ୍ୟା ୟଶ୍ ଧୀରେ ଧୀରେ ସ୍ଥଳଭାଗ ଛୁଇଁବାକୁ ଯାଉଛି। ବାତ୍ୟା ନେଇ ହାଇ ଆଲର୍ଟ ଜାରି କରାଯାଇ ଥିବା ସହ ବାତ୍ୟା ପ୍ରବଣ ଅଞ୍ଚଳରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବା ସହିତ ସବୁପ୍ରକାର ବାତ୍ୟା ମୁକାବିଲା ସମ୍ପର୍କିତ ପଦକ୍ଷେପ ଗ୍ରହଣ କରାଯାଉଛି। ଏହାରି ମଧ୍ୟରେ ପୁରୀ ପେଣ୍ଠକଟା…