Odisha Link
Bridging the Missing Links in Odisha
Daily Archives

June 14, 2019

ଶିଶିର ବେହେରାଙ୍କୁ ୨୦୧୯ ପାଇଁ ସାହିତ୍ୟ…

ଭୁବନେଶ୍ବର: ଚଳିତ ବର୍ଷ ପାଇଁ ଓଡ଼ିଆ ଭାଷା ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମି ଯୁବ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ଯୁବ ଆଲୋଚକ ଓ ଅନୁବାଦକ ଶିଶିର ବେହେରା। ୧୯୮୭ ମସିହାରେ ଜନ୍ମିତ ଶିଶିର ନିଜର ଆଲୋଚନା ଗ୍ରନ୍ଥ ବିମୁଗ୍ଧ ଉଚ୍ଚାରଣ (ପ୍ରକାଶକ- ଓଡ଼ିଶା ବୁକ୍‌ ଏମ୍ପୋରିଅମ) ପାଇଁ ଏହି ପୁରସ୍କାର…

ଓଡ଼ିଶା ଭବନରେ ନବୀନ-ଧର୍ମେନ୍ଦ୍ରଙ୍କ…

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀ ସ୍ଥିତ ଓଡିଶା ଭବନରେ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହେବ । ଏହି ବୈଠକରେ ଓଡିଶାର ପେଟ୍ରୋଲିୟମ ଓ ଇସ୍ପାତ କ୍ଷେତ୍ରରେ ଅସଂପୂର୍ଣ୍ଣ ଥିବା ପ୍ରକଳ୍ପ…

ରାଜ୍ୟସଭାରେ ଟ୍ରିପିଲ ତଲାକ ବିଲକୁ…

ପାଟନା: ବୁଧବାର କେନ୍ଦ୍ର କ୍ୟାବିନେଟ୍ ଟ୍ରିପିଲ ତଲାକ ବିଲକୁ ମଞ୍ଜୁରୀ ଦେଇଥିଲା। କିନ୍ତୁ ଏବେ ବିଜେପିର କଟା ଘାରେ ପୁଣି ଚୂନ ମାରିଛି ସହଯୋଗୀ ଜେଡିୟୁ। ଏନଡିଏରେ ଅସନ୍ତୁଷ୍ଟ ଥିବା ପ୍ରସଙ୍ଗକୁ ଜେଡିୟୁ ଯେତେ ଲୁଚେଇଲେ ମଧ୍ୟ ଲୁଚୁ ନାହିଁ। ଏନଡିଏର ସହଯୋଗୀ ଥିଲେ ମଧ୍ୟ ଆଗାମୀ ଦିନରେ ଟ୍ରିପିଲ ତଲାକ…

କୁରୁ ପାଣ୍ଡବଙ୍କର ଝିମାଣି ଖେଳ

ସାରଳା ଦାସ ବଦନ୍ତି ଅଗସ୍ତି ଶୁଣ ବଇବସୁତ ମନୁ ଅନେକ ଉଚ୍ଛବ ଯେ ହୋଇଲା ହସ୍ତିନା ଭୁବନୁ । ୧ ଭୀଷ୍ମଙ୍କର ଆଗ୍ୟାଂ, ଶୟେ ଅଷ୍ଟ ଉତ୍ତର କୁମାରେ ମହା ପ୍ରିୟ ଭାବରେ ଆଖଡାରେ କଉତୁକ କରେ । ୨ ବଳରାମଙ୍କର ତହୁଂ ସେ ଗଦାବିଦ୍ୟା ପାଇ କାହାକଇଂ ଗଣନା ନ କରନ୍ତି ଦ୍ରିଯୋଧନ ଶତେ ଭାଇ । ୩ ଆଖଡ଼ାୟେ ପଶି…