Odisha Link
Bridging the Missing Links in Odisha
Daily Archives

July 18, 2019

ଏଣିକି ପ୍ଲାଷ୍ଟିକ ମୁକ୍ତ ହେବ ରଥଯାତ୍ରା

ଭୁବନେଶ୍ବର : ୨୦୨୦ ରଥଯାତ୍ରାକୁ ସଂପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ । ଟ୍ୱିଟରରେ ଏକ ପୋଷ୍ଟ କରି ଏଥିପାଇଁ ପରାମର୍ଶ ଲୋଡିଛନ୍ତି । ବିଶେଷ କରି ରଥଯାତ୍ରା ଭିଡ ସମୟରେ ଶ୍ରଦ୍ଧାଳୁମାନେ ପାଣି ଟ୍ୟାପ୍ ପର୍ଯ୍ୟନ୍ତ ଯାଇପାରୁ ନଥିବାରୁ…

ପାଟକୁରା: ଶେଷ ଦିନରେ ନବୀନ ଓ…

ପାଟକୁରା: ପାଟକୁରା ନିର୍ବାଚନ ପାଇଁ ଆଜି ହେଉଛି ପ୍ରଚାରର ଶେଷ ଦିନ। ଆଉ ମାତ୍ର ଅଳ୍ପ ସମୟ ପରେ ପାଟକୁରାରେ ପ୍ରଚାର କାର୍ଯ୍ୟକ୍ରମର ଜବନୀକା ପଡ଼ିବ। ଶେଷ ଦିନରେ ପ୍ରଚାର ଜୋରସୋର କରିଛନ୍ତି ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ୱୀ ବିଜୟ ମହାପାତ୍ର ଓ ସାବିତ୍ରୀ ଅଗ୍ରୱାଲ। ତେବେ ବର୍ଷା ଯୋଗୁଁ ପ୍ରଚାର ଟିକେ ଫିକା…

ମନ୍ତବ୍ୟ ବାଦ୍‌ ଦିଆନଗଲେ ବିଧାନସଭା ଆଉ…

ଭୁବନେଶ୍ବର: ଗତକାଲି ବିଧାନସଭାରେ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆକ୍ଷେପ କରିବା ଘଟଣାରେ ଆଜି ଶାଣିତ ସ୍ୱରରେ ମହାରଥୀ କଡ଼ା ଜବାବ ଦେଇଛନ୍ତି। ମହାରଥୀ କହିଛନ୍ତି,“ କାଲି ମନ୍ତ୍ରୀ ଯାହା ଉତ୍ତର ଦେଇଥିଲେ ତାହା ଭୁଲ୍ ଉତ୍ତର ଥିଲା। ମନ୍ତ୍ରୀ କହିଥିଲେ ରାଜ୍ୟରେ ୧୨୮ଟି…

ବିଧାନସଭା: ଶୂନ୍ୟକାଳରେ ସାମ୍ବାଦିକଙ୍କୁ…

ଭୁବନେଶ୍ବର: ଆଜି ବିଧାନସଭାରେ ଉଠିଛି କେନ୍ଦ୍ରାପଡ଼ାରେ ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣା। ଶୂନ୍ୟକାଳରେ କେନ୍ଦ୍ରାପଡାରେ ସାମ୍ବାଦିକଙ୍କୁ ମାଡ଼ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ନେତା। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏହି ପ୍ରସଙ୍ଗ ଉଠାଇ କହିଲେ ଯେ, ଦୁଇ ପୂର୍ବତନ ମନ୍ତ୍ରୀଙ୍କ ଉପସ୍ଥିତିରେ ଏସ୍‌ପି…

କୁଳଭୂଷଣ ଯାଦବଙ୍କ ସୁରକ୍ଷା ଏବଂ…

ନୂଆଦିଲ୍ଲୀ: କୁଳଭୂଷଣଙ୍କ ଉପରେ ପାକିସ୍ତାନ ଆର୍ମି କୋର୍ଟ ଲଗାଇଥିବା ଫାଶୀ ଦଣ୍ଡାଦେଶ ଉପରେ ଆଇସିଜେ ରୋକ୍ ଲଗାଇବା ନିଷ୍ପତ୍ତିକୁ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ସ୍ୱାଗତ କରିଛନ୍ତି। ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କ ମାମଲାରେ ଇଣ୍ଟରନେଶନାଲ କୋର୍ଟ ଅଫ୍ ଜଷ୍ଟିସ୍ (ଆଇସିଜେ)ର…

ପାଟକୁରା: ବର୍ଷାରେ ପ୍ରଚାର ମାନ୍ଦା

ପାଟକୁରା: ଆଜି ପ୍ରଚାରର ଶେଷ ଦିନ। ଆଉ କେତେ ଘଣ୍ଟା ପରେ ପାଟକୁରା ପାଇଁ ନିର୍ବାଚନ ପ୍ରଚାରରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ଶେଷ ଦିନରେ ପ୍ରଚାର ଜୋରସୋର କରିଛନ୍ତି ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ୱୀ ବିଜୟ ମହାପାତ୍ର ଓ ସାବିତ୍ରୀ ଅଗ୍ରୱାଲ। ତେବେ ବର୍ଷା ଯୋଗୁଁ ପ୍ରଚାର ଫିକା ପଡ଼ିଯାଇଛି। ବିଜୁ ଜନତା ଦଳ…

ଶ୍ରମିକ ସୁରକ୍ଷା୍‌ ଦାବିରେ କାର୍ଯ୍ୟବନ୍ଦ…

ପାରାଦୀପ : ପାରାଦୀପ ପିଆଇସିଟି କମ୍ପାନୀ ଫାଟକ ସମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି ଶ୍ରମିକ । ଗୁରୁତର ଶ୍ରମିକଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ କରି ଶତାଧିକ ଶ୍ରମିକ ଧାରଣାରେ ବସିଛନ୍ତି । ବିଳମ୍ବିତ ରାତିରେ କାମ କରୁଥିବା ବେଳେ ତଳକୁ ଖସି ପଡି ଜଣେ ଶ୍ରମିକ ଗୁରୁତର ହୋଇଥିଲେ । କମ୍ପାନୀ…

ପ୍ରକାଶ ପାଇଲା +୩ ପ୍ରଥମ ପର୍ଯ୍ୟାୟ…

ଭୁବନେଶ୍ବର : ଯୁକ୍ତ ୩ ସ୍ବୟ˚ଶାସିତ କଲେଜ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ କଲେଜରେ ନାମଲେଖ ପାଇଁ ବାହାରିଲା କଟଅଫ୍ ମାର୍କ । ବିଧିବଦ୍ଧଭାବେ ଉଚ୍ଚଶିକ୍ଷା ବିଭାଗର ୱେବସାଇଟରେ ପ୍ରକାଶ ପାଇଲା ତାଲିକା । ପ୍ରଥମ ପର୍ଯ୍ୟାୟ କଟଅଫ୍ ପାଇଁ ୧ଲକ୍ଷ ୮୮ ହଜାର ୨୨ ଛାତ୍ରଛାତୀ ଆବେଦନ କରିଥିଲେ । ସେପଟେ…

ଅଯୋଧ୍ୟା ଜମି ବିବାଦ ମାମଲାର ପରବର୍ତ୍ତୀ…

ନୂଆଦିଲ୍ଲୀ: ଅଗଷ୍ଟ ୨ରେ ଅଯୋଧ୍ୟା ଜମି ବିଦାବର ମାମଲା ହେବ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ଅଯୋଧ୍ୟା ଜମି ବିବାଦ ମାମଲା ପାଇଁ ଗଠିତ ହୋଇଥିବା ତିନି ସଦସ୍ୟ ବିଶିଷ୍ଟ ପାନେଲ୍ କମିଟି ସୁପ୍ରିମକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିବା ପରେ ଆଜି ଶୁଣାଣି ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ…

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ…

ବାରିପଦା : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା କ୍ଷୁଦ୍ର ଜଳସେଚନ ବିଭାଗର ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ହୁଦେଶ୍ୱର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଏକକାଳୀନ ୫ଟି ଜାଗାରେ ଚଢ଼ଉ ଚାଲିଛି। ଭୁବନେଶ୍ୱରରରେ ଏକ ଫ୍ଲାଟ୍‌, ବାରିପଦାରେ ଥିବା ଦୁଇ ମହଲା ଘର, ମୟୂରଭଞ୍ଜ…