Odisha Link
Bridging the Missing Links in Odisha
Daily Archives

July 18, 2019

ନବରଙ୍ଗପୁରରୁ ଦାଦନ ଶ୍ରମିକ ଉଦ୍ଧାର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାହାର ରାଜ୍ୟକୁ ଚାଲାଣ ବେଳେ ୧୨ ଜଣ ଦାଦନ ଶ୍ରମିକଙ୍କୁ ନବରଙ୍ଗପୁର ପୁଲିସ୍‌ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରେ ୭ ଜଣ ଝିଅ ଓ ୫ ଜଣ ପୁଅ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ନାବାଳକ ଥିବା ଜଣାପଡ଼ିଛି। ଏଥିସହ ଶ୍ରମିକମାନଙ୍କୁ…

ଟିମ୍‌ ଇଣ୍ଡିଆ କୋଚ୍‌ ଚୟନ କରିବ କପିଳ…

ନୂଆଦିଲ୍ଲୀ: ସରିଲା କ୍ରିକେଟ ମହାକୁମ୍ଭ। ବିଶ୍ବକପରେ ଟିମ୍‌ ଇଣ୍ଡିଆର ପରାଜୟ ପରେ ବିସିସିଆଇ ଖୋଜୁଛି ନୂଆ କୋଚ୍। ତେବେ କିଏ ହେବ ଟିମଇଣ୍ଡିଆର କୋଚ୍ ? ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା। ଏଥର ପୁରା କୋଚ୍‌ ଚୟନ ପ୍ରକ୍ରିୟାର ଦାୟିତ୍ବ କପିଲ ଦେବଙ୍କ ନେତୃତ୍ବରେ ୩ ଜଣିଆ ପ୍ୟାନେଲ କରିବ। ତେବେ…

ଅଟୋ-ଟ୍ରକ୍‌ ମୁହାଁମୁହିଁ ଧକ୍କା;…

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଛକ ନିକଟରେ ଅଟୋ-ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୃତକ ମାନେ ସ୍ଥାନୀୟ ବାଲିଆ…

ମୃତ ଶିଶୁକୁ କୋଳରେ ଧରି ମା’ ବିକିଲା…

ଭୁବନେଶ୍ବର : ମୃତ ଶିଶୁକୁ ଧରି ମା’ ବିକୁଛି ଖେଳଣା। ଏଭଳି ଏକ ଅଭାବନୀୟ ଦୃଶ୍ୟ ଗତକାଲି ବକ୍ସିବଜାର ଛକରେ ଦେଖିବାକୁ ମିଳିଥିଲା। ଆର୍ଥିକ ଦୁରାବସ୍ଥାରୁ ଶିଶୁର ଚିକିତ୍ସା କରି ପାରି ନଥିବା ମା’ର ଦୁଃଖ ଆଉ କ୍ଷୋଭ ଜଳଜଳ ହୋଇ ବାରି ହୋଇ ପଡୁଥିଲା। ଘଟଣା ସଂପର୍କରେ ଖବର ପାଇ ଜିଲ୍ଲା ପ୍ରଶାସନର…

ପ୍ରତୀକ୍ଷା

ସୁଷମା ଦାଶଙ୍କ ଗଳ୍ପ ପ୍ରତୀକ୍ଷା ପେନ୍ ଇନ୍ ବୁକ୍ସ ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ ସୁଷମା ଦାଶଙ୍କ ସଦ୍ୟତମ ସଂକଳନ ସାରା ରାତି ବର୍ଷା ବହିଟି ଅ‍ାମାଜନରୁ ମଗାଇବା ପାଇଁ ଏଇଠି କ୍ଲିକ୍ କରନ୍ତୁ 〉 ସ୍ୱାତୀ ବିଷର୍ଣ୍ଣ ଥିଲା। ତା ଛାତି ଭିତରେ କୋଇଲା ଖଣ୍ଡେ ଡହକୁ ଥିଲା। ରଂଜନର ଗୋଟିଏ ଗୋଟିଏ…

ଦିଆସିଲ ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ

ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଜାତୀୟ ରାଜପଥ ୧୬ ଛତାବର ନିକଟରେ ଚଳନ୍ତା ଟ୍ରକରେ ଲାଗିଲା ନିଆଁ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ । ଟ୍ରକ ଛାଡି ଡ୍ରାଇଭର ଫେରାର । ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କଲେ । ମିଳିଥିବା ସୂଚନା ଅନୁସାରେ, ରାତି ପ୍ରାୟ ୪ଟା…

ଆଜିଠାରୁ +୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା

ଭୁବନେଶ୍ବର : ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଇନ୍ ଷ୍ଟାଣ୍ଟ ପରୀକ୍ଷା । ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷାରେ ଆଜି କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଥିଓରି…

ଆଜି ପାଟକୁରା ପ୍ରଚାରର ଶେଷ ଦିନ

କେନ୍ଦ୍ରାପଡ଼ା : ପାଟକୁରା ଉପ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ଶେଷ ହେବ ପ୍ରଚାର। ତେଣୁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଜି ଜାନ୍ ଲଗାଇବେ। ବିଜେଡିର ପୂରା ପଲ୍‌ଟନ୍ କିଛି ଦିନ ଧରି ପାଟକୁରାରେ ଡେରା ପକାଇଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ବିଜେଡି…

କ୍ଷମା ମାଗିଲେ କେନ୍ଦ୍ରାପଡ଼ା ଏସ୍‌ପି

ଭୁବନେଶ୍ୱର : ସାମ୍ବାଦିକଙ୍କୁ ମାଡ଼ ମାରିବାକୁ ଚିହିଁକି ଉଠିଲେ କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର। ତା’ ବି ପୁଣି ଟାଣୁଆ ବିଜେଡି ନେତାଙ୍କ ଉପସ୍ଥିତିରେ। କେନ୍ଦ୍ରାପଡ଼ା ଜିଲ୍ଲା ବାରିମୂଳ ହେଲିପ୍ୟାଡ୍‌ରେ ଘଟିଥିବା ଏହି ଘଟଣା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଅନ୍ୟପକ୍ଷରେ ଏହି…

ପାଟକୁରା: କଥା ରଖିଲେନି ଦିଲୀପ

ଭୁବନେଶ୍ବର: ପାଟକୁରା ନିର୍ବାଚନ ଜୁଲାଇ ୨୦ ତାରିଖରେ ଅନୁଷ୍ଠିତ ହେବ। ସେ ନେଇ ପାଟକୁରାରେ ଜମୁଛି ନିର୍ବାଚନୀ ପ୍ରଚାର। ଆଜି ସନ୍ଧ୍ୟାରେ ସରିବ ପ୍ରଚାର କାର୍ଯ୍ୟକ୍ରମ। ସେଥିପାଇଁ ତିନି ପ୍ରମୁଖ ଦଳ ପାଟକୁରା ବାସୀଙ୍କୁ ମନେଇବା କାର୍ଯ୍ୟରେ ଲାଗିପଡ଼ିଛନ୍ତି। ବିଜେଡ଼ି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…