Odisha Link
Bridging the Missing Links in Odisha
Daily Archives

August 9, 2019

ସ୍ବାଧୀନତା ଦିବସ: ଲଦାଖରେ ଜାତୀୟ ପତାକା…

ନୂଆଦିଲ୍ଲୀ: ଆସନ୍ତା ୧୫ ତାରିଖରେ ଭାରତ ପାଳନ କରିବ ୭୩ତମ ସ୍ବାଧୀନତା ଦିବସ। ବର୍ତ୍ତମାନ ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ତଥା ଭାରତୀୟ ସ୍ଥଳସେନାର ଅବୈତନିକ ଲେଫ୍ଟନାଣ୍ଟ୍ କର୍ଣ୍ଣଲ୍ ମହେନ୍ଦ୍ର ସିଂହ ଧୋନି ଏବେ କଶ୍ମୀରରେ ସେନା କ୍ୟାମ୍ପରେ ରହି ଟ୍ରେନିଂରେ ବ୍ୟସ୍ତ ଅଛନ୍ତି। ଦକ୍ଷିଣ…

ଅଗଷ୍ଟ ୧୦ରୁ ପେଟୁ ନନାଙ୍କ ପେଟପୂଜା

ଭୁବନେଶ୍ବର: ଆପଣମାନେ ଆଉ ଟେଲିଭିଜନରେ ଆପଣଙ୍କ ପ୍ରିୟ ପୁଣ୍ଟୁ ନନାଙ୍କୁ ନ ଦେଖି ମନଦୁଃଖ କରୁଛନ୍ତି କି! ତେବେ ଆଉ କରନ୍ତୁ ନାହିଁ କାରଣ ପୁଣିଥରେ ଆପଣମାନଙ୍କ ଆଗକୁ ଆସିବେ ଆପଣଙ୍କ ପ୍ରିୟ ପୁଣ୍ଟୁନନା। ହେଲେ ଟିକେ ଅଲଗା ରୂପରେ ଆସିବେ ନନା। ହଁ ଆପଣମାନେ ଯାହା ଶୁଣିଲେ ଠିକ୍‌ ଶୁଣିଛନ୍ତି। କାରଣ ପୁଣ୍ଟୁ…

ସ୍ବାଧୀନତା ଦିବସ: କେଉଁ ମନ୍ତ୍ରୀ କେଉଁଠି…

ଭୁବନେଶ୍ବର: ଆଗାମୀ ଅଗଷ୍ଠ ୧୫ରେ ସାରା ଭାରତ ପାଳନ କରିବ ୭୩ ତମ ସ୍ବାଧୀନତା ଦିବସ। ଏଥିପାଇଁ ପ୍ରସ୍ତୁତି ଶେଷ କରିଛନ୍ତି ରାଜ୍ୟ ସରକାର। ଏହି ଅବସରରେ ବିଭିନ୍ନ ସ୍ଥାନରେ ପରେଡ଼ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ସମସ୍ତ ଜିଲ୍ଲାରେ ମନ୍ତ୍ରୀମାନେ ପତାକା ଉତ୍ତୋଳନ କରିବା ସହ ପରେଡ ଅଭିବାଦନ…

ଗୋଟିଏ ବିଭାଗର ତିନି ମନ୍ତ୍ରୀ!

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗୋଟିଏ ବିଭାଗରେ ଅଛନ୍ତି ତିନି ତିନି ମନ୍ତ୍ରୀ। ଏକଥା ପଢ଼ି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି କି। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ଜଣେ ନିର୍ବାଚନ ହାରି ସୁଦ୍ଧା ମନ୍ତ୍ରୀପଦରେ ଅଛନ୍ତି ତ ଆଉ ଜଣେ ବାଚସ୍ପତି ଥାଇ ମଧ୍ୟ ମନ୍ତ୍ରୀପଦରେ ଅଛନ୍ତି। ଅପରପକ୍ଷେ ଜଣେ ୨୦୧୯…

ସ୍ତ୍ରୀକୁ କୁରାଢୀରେ ହାଣି ହତ୍ୟା ପରେ…

ଭଣ୍ଡାରିପୋଖରୀ : ପରକୀୟାପ୍ରୀତି ସନ୍ଦେହରେ ସ୍ତ୍ରୀକୁ କୁରାଡ଼ିରେ ହାଣି ହତ୍ୟା କଲା ସ୍ବାମୀ। ମୃତକ ହେଉଛନ୍ତି ସସ୍ମିତା ମହାଳିକ। ହତ୍ୟା ପରେ ଅଭିଯୁକ୍ତ ସ୍ବାମୀ ଥାନାରେ ଆତ୍ମସମର୍ପଣ କରିଛି। ଏମିତି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା କୋଠାର କଚେରୀଦାଣ୍ଡ ଗାଁରେ। ମିଳିଥିବା ସୂଚନା…

ପ୍ରକାଶ ପାଇଲା ଚିଠା କୃଷିନୀତି

ଭୁବନେଶ୍ୱର : ଚୂଡ଼ାନ୍ତ କୃଷି ନୀତି ପୂର୍ବରୁ ଆଜି ଚିଠା କୃଷିନୀତି ୨୦୧୯ ପ୍ରକାଶ ପାଇଛି । ଏଥିରେ ଫୋକସରେ ରହିଛି କାଳିଆ ଯୋଜନା । କାଳିଆ ଯୋଜନାରେ ହିତାଧିକାରୀ କିଭଳି ଉପକୃତ ହେବେ ସେନେଇ ଚୂଡ଼ାନ୍ତ କୃଷି ନୀତି ପ୍ରକାଶ ପାଇବା ପୂର୍ବରୁ ପ୍ରଥମେ ଚିଠା କୃଷିନୀତି ପ୍ରକାଶ କରାଯାଇଛି । ଏହି ଚିଠା…

ଚୋରା କାଠ ବୋଝେଇ ପିକ୍‌ଅପ୍ ଭ୍ୟାନ୍…

ନୀଳଗିରି : ନୀଳଗିରି ଏକ ଚୋରା କାଠ ବୋଝେଇ ପିକଅପ ଧକ୍କାରେ ବାଇକ୍ ଆରୋହୀ ମୃତ। ନୀଳଗିରିରୁ ବାଉଁଶବଣିଆ ପଟ ଦେଇ ଜୟପୁର ରାସ୍ତାରେ ଦ୍ରୁତଗତିରେ ଯାଉଥିବାବେଳେ ଜଣେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା ପିକଅପ। ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪ ଜଣ ଅଳ୍ପକେ ବର୍ତ୍ତି…

ଏବେ ପାଗ ରହିବ ଶୁଖିଲା

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ଶୁକ୍ରବାର ପୂର୍ବାହ୍ନ ଯାଏ ପଶ୍ଚିମ ଓଡ଼ିଶାରେ କେତେକ ଜିଲ୍ଲାରେ ବର୍ଷା ଜାରି ରହିବ। ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଓ ନବରଙ୍ଗପୁରରେ ମଧ୍ୟମ ଧରଣର ବର୍ଷା ଲାଗି ରହିବ। ଏହା ପରେ ଆଉ ବଡ଼ ବର୍ଷା ନାହିଁ। ୧୨ ତାରିଖ ଯାଏ ସାରା…

ତିନି ଥାକିଆ ସୁରକ୍ଷା ମଧ୍ୟରେ ଭୁବନେଶ୍ୱର…

ଭୁବନେଶ୍ବର : କଶ୍ମୀରରୁ ଧାରା ୩୭୦ ହଟିବା ପରେ ସାରା ଦେଶରେ ହାଇ ଆଲର୍ଟ ଜାରି ହୋଇଛି। ଏଥିରେ ଭୁବନେଶ୍ବର ବିମାନବନ୍ଦର ପାଇଁ ହାଇ ଆଲର୍ଟ ଜାରି ହୋଇଛି। ଆଗକୁ ସ୍ବାଧୀନତା ଦିବସ ଥିବାରୁ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଆଶଙ୍କାକୁ ନଜରରେ ରଖି ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।…