Odisha Link
Bridging the Missing Links in Odisha

ମହାନଦୀରେ ପ୍ରଥମ ବନ୍ୟାଜଳ

ବାଙ୍କୀ : ମହାନଦୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହେଉଛି। ଏଥିପାଇଁ ନଦୀକୂଳିଆ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ହୁଳୁହୁଳା ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ। ରତାଗଡା-ସୁବର୍ଣ୍ଣପୁର ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି।
ବାଙ୍କୀର ୪ଟି ପଞ୍ଚାୟତର ଲୋକଙ୍କ ସହ ସ୍କୁଲ, କଲେଜ, ଅଫିସ୍ କାମରେ ଯାତୟତ ଠପ୍ ହୋଇପଡିଛି। ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

Comments are closed.